ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀପତ୍ର ପ୍ରଦାନ

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ତିହିଡି ବିଡ଼ିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଅନୁପସ୍ଥିତ ଥିବାରୁ ଏହି ଦାବୀପତ୍ର ଅତିରିକ୍ତ ବିଡ଼ିଓ ବୁଲ ଫିରଦୋଷଙ୍କୁ ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭାର କର୍ମକର୍ତ୍ତା ବିମ୍ବାଧର ବାରିକ ,ସନ୍ଥ ଚରଣ ବିଶ୍ୱାଳ, ରବୀନ୍ଦ୍ର ବାରିକ, … Continue reading ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀପତ୍ର ପ୍ରଦାନ